ତୁରୁମୁଙ୍ଗା ୧୬-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ପୁଟୁଗାଁ ଗ୍ରାମର ପୁରୁଷୋତ୍ତମ ମହାନ୍ତ କୂଅ କରିବା ପାଇଁ ଖୋଳିଥିବା ଖାତରେ ତାଙ୍କ ଗାଈଟି ପଡି ଯାଇଥିଲା ଫଳରେ ଜୀବନ ବଞ୍ଚିବାକୁ ଚେଷ୍ଟା କରୁଥିବା ଦେଖି ଗ୍ରାମବାସୀ ପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଖବର ପାଇ ପାଟଣା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୨ ଘଣ୍ଟା ପରେ ଗାଈଟିକୁ ଖାତ ଭିତରୁ ଉଦ୍ଧାର କରିଥିଲେ।

Loading...