ad
ଜିଲ୍ଲା ପରିକ୍ରମା

୩୦୨୧୯ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଲକ୍ଷ୍ୟ

ଖଡିଆଳ/ନୂଆପଡା-୧୮.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକର ୨୬ ଗୋଟି ପଞ୍ଚାୟତ ଏବଂ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୦ ରୁ ୫ ବର୍ଷର ୩୦୨୧୯ ଜଣ ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଅବସରରେ ଆଜି ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ପଲସ ପୋଲିଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ମେଡିକାର ଅଫିସର ଡଃ ପି.ସି ଆଚାରୀ ଯୋଗଦାନ କରିଥିବା ବେଲେ ୨୦୮ ଜଣ କର୍ମଚାରୀ ନିୟୋଜିତ ରହି ପଲସ ପୋଲିଓ ପ୍ରଦାନ କରୁଛନ୍ତି। ଆଜିର ଏହି ପଲସ ପୋଲିଓ କାର୍ଯ୍ୟକ୍ରମରେ ମହିଲା ସୁପରଭାଇଜର ଜ୍ୟୋତିର୍ମୟୀ ସେନାପତି, ବିପିଓ ଶେଖ ୱାସିମ ରାଜା, ସୁପରଭାଇଜର ଧବଲେଶ୍ୱର ମେହେର, ସ୍ୱାସ୍ଥ୍ୟକର୍ମି ଉଜ୍ଜଲ ବନକିରା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମି ସାମିଲ ଥିଲେ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top