ଓଡ଼ିଶା

୨୭ ତାରିଖରେ ଚନ୍ଦ୍ରଗ୍ରହଣ

ସମ୍ବଲପୁର, ୭/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) : ଚଳିତ ମାସର ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ଚନ୍ଦ୍ରଗ୍ରହଣ ହେବ। ରାତି ୧୧ଟା ୫୪ ମିନିଟରେ ଗ୍ରହଣ ପ୍ରାରମ୍ଭ ହେବ। ରାତି ୩ଟା ୪୯ରେ ଗ୍ରହଣର ସମାପ୍ତି ଘଟିବ। ଏଥିପାଇଁ ଦିନ ୨ଟା ୫୪ରୁ ପାକ ତ୍ୟାଗ ଓ ଦେବ ପୂଜନ ନିଷେଧ କରାଯାଇଛି। ଗ୍ରହଣ କାଳ ମଧ୍ୟରେ ଜପ, ତପ, ଦାନ ଆଦି କଲେ ଭଲ। ଏହି ଦିନ ଗୁରୁପୂର୍ଣ୍ଣିମା ପଡ଼ୁଥିବାରୁ ଗୁରୁ ପୂଜନ ଦିନ ୨ଟା ୫୪ ପୂର୍ବରୁ ସାରିଦେବା କଥା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top