୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ

ତିର୍ତ୍ତୋଲ୧୧/୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଥିବା ପୁରାତନ ଶିକ୍ଷାନୁଷ୍ଠାନ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟର ୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ମଧ୍ୟରେ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ମହାନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଚୌଧୂରୀ ଶୈଳେଶ୍ୱର ରାୟ, ରତ୍ନାକର ମହାରଣା, ଶୁଶାନ୍ତ ଦାସ, ଭଜହରି ଖୁଣ୍ଟିଆ, ରଞ୍ଜନ ଖୁଣ୍ଟିଆ, ରାଜକିଶୋର ବାରିକ୍, ଦିପ୍ତି ରଞ୍ଜନ ମହାପାତ୍ର, ସନ୍ତୋଷ ଦାସ, ସନ୍ତୋଷ ସାହୁ, ବଟକୃଷ୍ଣ ସାହୁ, ପବିତ୍ର ମୋହନ ରାଉତ, ପ୍ରମୋଦ କୁମାର ବେହେରା, ମଳୟ ମହାପାତ୍ର, ଶିଶିର ମିଶ୍ର, ସୁବାଷ ସ୍ୱାଇଁ, ଆଶିଷ ରାଉତ, ଆଶୁତୋଷ ଦାସ, ପ୍ରଦ୍ୟୁମ୍ନ ମଲ୍ଲିକ, ତପନ ସାହୁ, ରବିନ୍ଦ୍ର ଦାଶ, ବିଶ୍ୱନାଥ ପଲାଇ, ରଞ୍ଜନ ସୁତାର, ସଞ୍ଜୟ ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ର ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *