ଓଡ଼ିଶା

୧୮୫ କୋଟି ଟଙ୍କା ବ୍ୟୟରେ ଦଶହଜାର ଶଯ୍ୟାର ହଷ୍ଟେଲ ନିର୍ମାଣ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୧୬ ମାର୍ଚ୍ଚ, (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ଦ୍ଵାରା ୧୮୫ କୋଟି ଟଙ୍କା ବ୍ୟୟରେ ଦଶ ହଜାର ଓବିସି / ଏସଇବିସି ଛାତ୍ରଠାତ୍ରୀମାନଙ୍କପାଇଁ ନିର୍ମାଣ କରାଯିବ ହଷ୍ଟେଲ। ରାଜ୍ୟର ୧୪ଟି ଶିକ୍ଷାନୁଷ୍ଠାନରେ ୧୦୦ ଶଯ୍ୟା ବିଶିଷ୍ଟ ୧୦୦ଟି ଏହି ହଷ୍ଟେଲ ନିର୍ମାଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

 

ସରକାରୀ କିମ୍ବା ସରକାରୀ ସହାୟତା ପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଉଚ୍ଚ ଶିକ୍ଷା ପାଇଁ ଏହି ସୁବିଧା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବ। ଯୋଗ୍ୟତାର ଆଧାର ଉପରେ ଏହି ସୁବିଧା ପ୍ରାପ୍ତ କରିବା ପାଇଁ ଟୟନ ପ୍ରକ୍ରିୟା ହେବ। ଯେଉଁ ଛାତ୍ରଛାତ୍ରୀମାନଙ୍କର ପିତାମାତାଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ ଥିବ ସେମାନଙ୍କୁ ଏହି ସୁବିଧା ଯୋଗାଇଦିଆଯିବ ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top