ଓଡ଼ିଶା

୦୩ ଜୁନ, ରବିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ ପରିଜନ ଏବଂ ମିତ୍ରମାନଙ୍କ ମଧ୍ୟରେ ଘେରି ରହିବେ। ବ୍ୟାପାର ସମ୍ବନ୍ଧରେ ଯାତ୍ରା ହେବ ଏବଂ ସେଥିରେ ଲାଭ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ, ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ମିଳିବ। କାର୍ଯ୍ୟଭାରରେ ଆଳସ୍ୟ ଅନୁଭବ କରିପାରନ୍ତି।

ବୃଷ : ବ୍ୟାପାରିମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆର୍ଥିକ ଲାଭ ପ୍ରାପ୍ତ କରି ପାରିବେ। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ଵଜନମାନଙ୍କ ସମାଚାର ଆପଣଙ୍କୁ ଭାବ-ବିହ୍ୱୋଳ କରିବ। ଲମ୍ବା ଦୂର ଯାତ୍ରାକରିବାର ଯୋଗ ଅଛି। ଅତ୍ୟଧିକ କାମ ବୋଝ କାରଣରୁ ଆଳସ୍ୟ ଅନୁଭବ କରିପାରନ୍ତି।

ମିଥୁନ : କ୍ରୋଧକୁ ନିୟନ୍ତ୍ରଣରେ ରଖିବେ। ଖର୍ଚ୍ଚ ବଢ଼ିବା କାରଣରୁ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। କୁଟୁମ୍ବଜନମାନଙ୍କ ଏବଂ ସହକର୍ମିମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆପଣ ମାନସିକ ସ୍ତରରେ ଅଣନିଶ୍ୱାସୀ ଅନୁଭବ କରିପାରନ୍ତି। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି।

କର୍କଟ : ଆଜି ର ଦିନ ମଉଜ ମସ୍ତୀ ଏବଂ ମନୋରଞ୍ଜନରେ କଟିବ। ସ୍ଵାଦିଷ୍ଟ ଭୋଜନ ଏବଂ ନୂଆ ବସ୍ତ୍ରାଭୂଷଣ ଆଦି କ୍ରୟ କରିବେ। ବାହନ ସୁଖ ପ୍ରାପ୍ତ ହେବ। ବ୍ୟବସାୟରେ ଭାଗିଦାରୀଙ୍କଠାରୁ ଲାଭ ମିଳିବ। ମାନ-ସମ୍ମାନ ମିଳିବ।

ସିଂହ : ପରିବାରର ସଦସ୍ୟମାନଙ୍କ ସହିତ ମିଳିକରି ଆପଣ ଆନନ୍ଦପୂର୍ବକ ସମୟ କଟାଇବେ। ସ୍ଵାସ୍ଥ୍ୟ ଭଲ ରହିବ। ଯଶ, କୀର୍ତ୍ତି ଏବଂ ଆନନ୍ଦ ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ସହକର୍ମିମାନଙ୍କର ସହଯୋଗ ପ୍ରାପ୍ତ ହେବ। ମାମୁଁଘର ତରଫରୁ ଭଲ ସମାଚାର ମିଳିବ ତଥା ଲାଭ ହେବ।

କନ୍ୟା : ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତିତ ହୋଇପାରନ୍ତି। ବୌଦ୍ଧିକ ଚର୍ଚ୍ଚା ତଥା କଥାବାର୍ତ୍ତାରେ ଭାଗ ନିଅନ୍ତୁ ନାହିଁ। ପ୍ରଣୟ ପ୍ରକରଣରେ ସଫଳତା ମିଳିବ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ହେବ। ଶେୟାର-ସଟ୍ଟାରେ ସାବଧାନ ରହିବେ। ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।

ତୁଳା : ମାତାଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତା ହୋଇପାରେ। ଯାତ୍ରା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଛାତିରେ ଅସୁବିଧା ହୋଇପାରେ। ଜମି ସମ୍ବନ୍ଧୀତ ମାମଲାରେ ସାବଧାନୀପୂର୍ବକ ବ୍ୟବହାର କରନ୍ତୁ। ବିଦ୍ୟାର୍ଥିମାନଙ୍କ ମନ ପାଠପଢ଼ାରେ ଲାଗିବ।

ବିଚ୍ଛା : ଆଜିର ଦିନ ଖୁସିପୂର୍ବକ ବ୍ୟତୀତ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବେ। ଘରେ ଭାଇ-ଭଉଣୀମାନଙ୍କ ସହିତ ମେଳ-ମିଳାପ ରହିବ। ସ୍ଵଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତକରିବେ। ଲଘୁ ଯାତ୍ରାର ଯୋଗ ଅଛି। ଆଜି ଆପଣଙ୍କ କାର୍ଯ୍ୟ ସଫଳ ହେବ। ଭାଗ୍ୟରେ ଲାଭଦାୟକ ପରିବର୍ତ୍ତନ ଆସିବ।

ଧନୁ : ଦିନ ମଧ୍ୟମ ଫଳଦାୟୀ ପ୍ରମାଣିତ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ସୃଷ୍ଟି ହେବାର କାରଣରୁ ମନମାଳିନ୍ୟ ହୋଇପାରେ। ଆଜି କୌଣସି ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାରୁ ବଞ୍ଚିତ ରୁହନ୍ତୁ। ଅନିଦ୍ରା ଚିନ୍ତାର କାରଣ ହେବ ଏବଂ ସମୟରେ ଭୋଜନ ନ ମିଳିବାରୁ କ୍ରୋଧିତ ହେବେ।

ମକର : ଅଫିସ୍ କିମ୍ବା ବ୍ୟବସାୟରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଗୃହସ୍ଥ ଜୀବନରେ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦିତ ହେବେ। ଉତ୍ତମ ଭୋଜନ ଏବଂ ବସ୍ତ୍ରାଭୂଷଣ ମିଳିବ।

କୁମ୍ଭ : ଆର୍ଥିକ ଦେବା-ନେବା କରନ୍ତୁ ନାହିଁ। ଖର୍ଚ୍ଚର ମାତ୍ରା ଅଧିକ ହୋଇପାରେ। ଶାରୀରିକ ଏବଂ ମାନସିକ ରୁପରେ ଅସୁବିଧା ହୋଇପାରେ। ସ୍ଵଜନମାନଙ୍କ ସହିତ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ମାନହାନିର ଆଶଂକା ଅଛି।

ମୀନ : ଶୁଭ ସମାଚାର ମିଳିବ। ଜୀବନସାଥୀ ଏବଂ ସନ୍ତାନ ଲାଭ ପ୍ରାପ୍ତ ହେବ। ଆକସ୍ମିକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ନୂତନ ବସ୍ତୁ କିଣିବା ପାଇଁ ଅନୁକୂଳ ଦିନ ଅଟେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top