ଡ଼ାକ୍ତର ପଦବୀପୁରଣ ପାଇଁ ଯୁବ କଗ୍ରେଂସ ଦାବି ପତ୍ର

ପୁରୀ ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ସଦର ମୁଖ୍ୟ ଚିକିତ୍ସା ବିଭିନ୍ନ ସମସ୍ୟାକୁ ନେଇ ପୁରୀ ଜୁବ କଗ୍ରେଂସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉର୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଏକ ଦାବି ପତ୍ର ଏଡ଼ି.ଏମ.ଓ ପ୍ରଦାନ କରିଛନ୍ତି। ସଦର ମୁଖ୍ୟ ଚିକିତ୍ସାଳୟର ବର୍ହିଃବିଭାଗ ନିକଟରେ ବିନା ଟେଣ୍ଡରରେ ସେଟ କାର୍ଯ୍ୟ ଚାଲିଥିବାରରୁ ଏହାର ତଦନ୍ତ ଦାବି କରିଛି ଯୁବ କଗ୍ରେଂସ ଏଥି ସହ ହସପିଟାଲ ଖାଲି ପଡ଼ିଥିବା ୫୦ ପ୍ରତିଶତ ଡ଼ାକ୍ତର ପଦବୀ ପୂରଣ ବିପର୍ଜସ୍ଥ ପରିମେଳ ବ୍ୟବସ୍ତାର ସୁଧାର ଆଣିବା, ହସପିଟାଲରେ ମାଳମାଳ ଦଲାଲଙ୍କ ପାଦୃର୍ଭାବ ପାଇଥିବାରୁ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବିପ୍ରସ୍ଥାବରେ ଉଲ୍ଲେଖ ରହିଛି। ସି.ଡ଼ି.ଏମ.ଓ ଙ୍କ ସହ ଆଲୋଚନାକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡ଼ି.ଏମ.ଓ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *