ad
କେନ୍ଦ୍ରାପଡ଼ା

ହୃଦଘାତରେ ଯାତ୍ରା କଳାକାରଙ୍କ ମୃତ୍ୟୁ

କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ହୃଦଘାତରେ ଆଜି ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ତପସ୍ୱୀନି ଗଣନାଟ୍ୟ କେନ୍ଦ୍ରାପଡା ସଦର ଥାନା ଅର୍ନ୍ତଗତ ଚାନ୍ଦୋଳରେ ଯାତ୍ରା ମଂଚସ୍ଥ କରୁଛି। ସେହି ତପସ୍ୱିନୀ ଗଣନାଟ୍ୟର କଳାକାର ଯାଜପୁର ଟାଉନର ବାସିନ୍ଦା ପ୍ରଫୁଲ୍ଲ ନାୟକ(୩୫)ଙ୍କର ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ହଠାତ ଛାତିରେ ଜନ୍ତ୍ରଣା ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥବା ଜଣାପଡିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top