ହାୱଡ଼ାରେ ମବ ଲିଞ୍ଚିଙ୍ଗ : ଚୋର ଭାବି ଯୁବକଙ୍କୁ ପିଟିପିଟି ମାରିଦେଲେ

ଚୋର ଭାବି ଗ୍ରାମ ଲୋକ ଯୁବକଙ୍କୁ ପିଟିପିଟି ମାରିଦେଲେ, ପୁଲିସ ମାମଲା ରୁଜୁକରି ଜାଞ୍ଚ ଆରମ୍ଭ କରିଛି
କୋଲକାତା ୧୮-୭ (ଓଡ଼ିଆ ପୁଅ) ପଶ୍ଚିମ ବଙ୍ଗର ହାୱଡ଼ାରେ ମବ ଲିଞ୍ଚିଙ୍ଗର ମାମଲା ସାମନାକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଚୋର ଭାବିକରି ତାକୁ ପିଟିପିଟିକରି ହତ୍ୟା କରାଯାଇଛି। ଘଟଣାର ସୂଚନା ପାଇ ସେଠାରେ ପହଁଚି ପୁଲିସ ଆହତ ଅବସ୍ଥାରେ ଯୁବକକୁ ହସ୍ପପିଟାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି। ଏ ପର୍ଯ୍ୟନ୍ତ କାହାକୁ ମଧ୍ୟ ଗିରଫ କରାଯାଇନାହିଁ।

Leave a Reply

Your email address will not be published. Required fields are marked *