ହାତୀ ଉତ୍ପାତ :ମୁକୁନ୍ଦପୁର ଗାଁରେ ବ୍ୟାପକ କ୍ଷୟକ୍ଷତି

ଚମ୍ପୁଆ ୧୧-୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ)ଚମ୍ପୁଆ ଆଖପାଖ ଅଞ୍ଚଳରେ ହାତୀ ଉତ୍ପାତ ଥମିବାର ନା ଧରୁନାହିଁ। ଚମ୍ପୁଆ ନିକଟବର୍ତୀ ମୁକୁନ୍ଦ ପୁର ଓ କୋଦଗାଡିଆ ଗ୍ରାମରେ ଗତରାତି କୋଡ଼ିଏ ଟି ହାତୀ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।ଗାଁର ତିନି ଜଣଙ୍କ ଘର ଭାଙ୍ଗି ବା ସହିତ ଅନେକ ଲୋକ ଙ୍କ ପାଚେରୀ ଭାଙ୍ଗି ଦେଇଥିବା ଯୋଗୁଁ ଗାଁରେ ଅସନ୍ତୋଷ ତୀବ୍ର ହେଉଛି।ସୂଚନାଯୋଗ୍ୟ କି ଚମ୍ପୁଆ ନିକଟସ୍ଥ ପତଳା ଜ°ଗଲରେ ଦୀର୍ଘ ଦିନ ଧରି୨୩ ଟି ହାତୀ ଓ ମୁକୁନ୍ଦ ପୁର ଗାଁ ଜ°ଗଲରେ୧୨ ଟି ହାତୀ ଆତଙ୍କଚଳାଉଥିବା ବେଳେ ଗତ ରାତୀ ଦୁଇ ଦଳରୁ ୨୦ ଟି ଏକାଠି ହୋଇ ଏହି ଉତ୍ପାତ କରିଛନ୍ତି।

Leave a Reply

Your email address will not be published. Required fields are marked *