ଓଡ଼ିଶା

ହାଟଡିହିରେ ବିକାଶ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ହାଟଡ଼ିହି, ୧୫/୮/ : ହାଟଡିହି ବିକାଶ ମଞ୍ଚ ପକ୍ଷରୁ ତହସିଲ ନିକଟସ୍ଥ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମଞ୍ଚର ଉପଦେ୍ଦଷ୍ଟା ତଥା ବରିଷ୍ଠ ଶିକ୍ଷାବିତ ସୁରେନ୍ଦ୍ର ନାଥ ବାରିକ ଜାତୀୟ ପତାକା ଉତ୍ତୋଳନ କରି  ସଦସ୍ୟମାନଙ୍କୁ ଆଜିର ଯୁବ ସମାଜ ସମାଜସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ହାଟଡିହି ବିକାଶ ମଞ୍ଚର ସଭାପତି ନିତ୍ୟାନନ୍ଦ ପହି, ସମ୍ପାଦକ ସନାତନ ଜେନା, ନୃଷିହଂ ଚରଣ ସେଠୀ, କାମପାଳ ନାୟକ, ଜତିନ୍ଦ୍ର ମଲ୍ଲିକ, ପବିତ୍ର ମୋହନ ମଲ୍ଲିକ, ଶାନ୍ତନୁ କୁମାର ନାୟକ, ଇନ୍ଦ୍ରମଣି ଜେନା, ଶ୍ରୀଧର ଜେନା, କଳ୍ପତରୁ ସେଠୀ, ବଳରାମ ଜେନା, ପ୍ରଦୀପ ନାୟକ, ଜଗନ୍ନାଥ ନାୟକ, କାଳନ୍ଦୀ ବେହେରା, ଜଗତ ଜୀବନ ବେହେରା, ସଦାଶିବ ଚକ୍ର, ଭଗବାନ ନାୟକ, ଗୌରାଙ୍ଗ ରଣା, ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top