କୋରାପୁଟ

ହରୀଣ ଛୁଆ ଉଦ୍ଧାର

କୋରାପୁଟ ; ତା୧୨-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ବନ ବିଭାଗ ପକ୍ଷରୁ ଦୁଇଟି ହରୀଣ ଛୁଆ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲା ପାପଡାହାଣ୍ଡି ସ୍ଥିତ ହରୀଣ ପାର୍କ କର୍ତୂପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ସଦର ବନାଂଚଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଂଟିଆଙ୍କ ଠାରୁ ହସ୍ତଗତ ସୂଚନା ଅନୁଯାୟୀ,କୋରାପୁଟ ସହର ଉପକଣ୍ଠ ଜାନିଗୁଡା ଓ ଶୁକ୍ରିଗୁଡା ଗ୍ରାମ ନିକଟରେ ଦୁଇଟି ହରୀଣ ଛୁଆ ବୁଲୁଥିବା ଗ୍ରାମବାସୀ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ସେଠାରେ ପହଂଚି ଦୁଇଟି ଛୁଆ ହରୀଣକୁ ଉଦ୍ଧାର କରି ଜିଲା ପ୍ରାଣୀ ଚିକିସôା କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ ପାପଡାହାଣ୍ଡି ହରୀଣ ପାର୍କକୁ ପଠାଇ ଦିଆ ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top