ଆମ ପର୍ବ ପର୍ବାଣୀ

ହନୁମାନ ଜୟନ୍ତୀ ଉପଲକ୍ଷେ ରଘୁନାଥପୁର ହନୁମାନ ମନ୍ଦିର କମିଟ ପକ୍ଷରୁ ହଜାର ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ

ହରିଚନ୍ଦନପୁର,ତା୧୪.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ନିକଟସ୍ଥ ରଘୁନାଥପୁର ଠାରେ ହନୁମାନ ଜୟନ୍ତୀ ଅବସରରେ ହନୁମାନ ମନ୍ଦିର କମିଟ ପକ୍ଷରୁ ହଜାର ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି । ସୂଚନା ଅନୁଯାୟୀ ରଘୁନାଥପୁର ଠାରେ ଥିବା ହନୁମାନ ମନ୍ଦିରରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହନୁମାନଙ୍କ ଜୟନ୍ତୀ ଉତ୍ସବ ପାଳିତ କରାଯାଇଛି । ଉକ୍ତ ଉତ୍ସବରେ ଗ୍ରାମର ଶତାଧିକ ଲୋକ ଓ ମନ୍ଦିର କମିଟର ସମସ୍ତ ସଦସ୍ୟଙ୍କ ସହଯୋଗରେ ଘଟଗାଁ ତାରିଣୀ ଦର୍ଶନରେ ଯାଉଥିବା ଓ ଫେରୁଥିବା ଭକ୍ତମାନଙ୍କୁ ସମ୍ମାନର ସହ ଅଟକାଇ ଅନ୍ନ ପ୍ରସାଦ ସେବନ କରାଇଥିବାର ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top