ହତ୍ୟା ନା ଆତ୍ମହତ୍ୟା ?

ବାରିପଦା-(ଓଡିଆ ପୁଅ/ସନ୍ତୋଷ ବରଜ) ୯/୯ବାରିପଦା ସହର ସ୍ଥିତ ଚାଉଳ ମାର୍କେଟ ଭିତରେ ଜଣେ ବ୍ୟକ୍ତି ଗାମୁଛାରେ ଫାଶୀ ଲଗାଇ କରିଛନ୍ତି। ମୃତ ଜଣକ ହେଉଛନ୍ତି ସ୍ଥାନୀୟ ସୁନଗଡ଼ିଆ ଅଞ୍ଚଳରେ ରହୁଥିବା ବିନୋଦ ସେନାପତି (୫୦)। କିଛି ଲୋକ ଏହାକୁ ଆତ୍ମହତ୍ୟା  କହୁଥିବା ବେଳେ ପରିପାର୍ଶ୍ଵିକ ସ୍ଥିତିକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ବୋଲି କହୁଛନ୍ତି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ କୁ ଆଣିଅଛି।

Leave a Reply

Your email address will not be published. Required fields are marked *