ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ବଣେଇ ୨୪-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଟିକାୟତ ପାଲୀ ଥାନା ଅନ୍ତର୍ଗତ ଚିକଟ ନାଲି ଗ୍ରାମରେ ଗତକାଲି ଦିନ ୪ଚାରିଟା ବେଳେ ଘରୋଇ କଳହକୁ ନେଇ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ।

ଘଟଣାରୁ ପ୍ରକାଶ ଚିକଟ ନାଳି ଗ୍ରାମର ଗାଁନ୍ଦରୁ ଓରାମ କୌଣସି କାରଣରୁ ଘରେ କଳହ କରି ନିଜ ସ୍ତ୍ରୀ ବିନତି ଓରାମଙ୍କୁ ଟାଙ୍ଗିଆରେ ଆଣି ହତ୍ୟା କରିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବାର ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *