ଜିଲ୍ଲା ପରିକ୍ରମା

ସ୍ୱଚ୍ଛତା ପକ୍ଷ ପାଳନ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସଭା ଗୃହ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନମାଳୀ ତରାଇଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ଲକ ପ୍ରଗତି ସହାୟକ ମୀନକେତନ ବାରିକ, ଓଡ଼ିଶା ଜୀବିକା ମିଶନ ସଂଯୋଜିକା ବନିତା ଦଳାଇ, ସୀମାରାଣୀ ପଣ୍ଡା, କାଂଚନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ପକ୍ଷପାଳନ ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବ÷ଠକରେ ବ୍ଲକ ଅଂଚଳର ସମସ୍ତ ମୋଟିଭେଟର ଓ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top