Home କଟକ ସ୍ମୃତି ଇରାନୀଙ୍କୁ ସମସ୍ୟା ଜଣାଇଲେ ବୁଣାକାର

ସ୍ମୃତି ଇରାନୀଙ୍କୁ ସମସ୍ୟା ଜଣାଇଲେ ବୁଣାକାର

84

ଭୁବନେଶ୍ୱର:କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭୁବନେଶ୍ୱର ଗସ୍ତ ସମୟରେ କଟକ ଜିଲ୍ଲା ଆଠଗଡ଼ ନୂଆପାଟଣା ଅଞ୍ଚଳର ବୁଣାକାର ତାଙ୍କୁ ଭେଟି ସେମାଙ୍କର ବିଭିର୍ଣ୍ଣ ସମସ୍ୟା ବାବଦରେ ଜଣାଇଛନ୍ତି।ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ ବୁଣାକାରଙ୍କୁ ସ୍ମୃତି ଇରାନୀଙ୍କ ସହିତ ନେଇ ସାକ୍ଷାତ ଆଲୋଚନା କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.