ଜିଲ୍ଲା ପରିକ୍ରମା

ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁରେ ଶୋକ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଣିତାଲ ରାହାଞ୍ଜ ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଓ ତତଜନୀତ ୫ କୋମଳମତୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁରେ ପ୍ରାକ୍ତନ ବିଧାୟକ ତଥା କଂଗ୍ରେସ ନେତା ନରେନ ପଲେଇ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ସଂଗ୍ରାମ ଯେନା, ମେଡ଼ିଆ ସେଲ ଅଧ୍ୟକ୍ଷ ଅତିଶ ଦାସ ଶୋକପ୍ରକଟ କରିଛନ୍ତି। ଭଗବାନ ମୃତକଙ୍କ ପରିବାରକୁ ଅସୀମ ଧେର୍ଯ୍ୟ ଓ ସାହସ ପ୍ରଦାନ କରିବାକୁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top