ଜିଲ୍ଲା ପରିକ୍ରମା

ସ୍କୁଲ, କଲେଜ ଶିକ୍ଷକ ମିଳିତ ମଂଚର ଉତର ଓଡିଶା କନଭେନସନ

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡିଶା ସ୍କୁଲ, କଲେଜ , ଶିକ୍ଷକ କର୍ମ·ରୀ ମିଳିତ ମଂଚର ଉତର ଓଡିଶା ସ୍ତରୀୟ କନଭେନସନ ଭଦ୍ରକ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ, ବାଲେଶ୍ୱର, କେଉଁଝର, ମୟୁରଭଂଜ, ଯାଜପୁର ଜିଲ୍ଲାର ପାଂଚଶହରୁ ଉଦର୍୍ ଶିକ୍ଷକଶିକ୍ଷୟତ୍ରୀ , କର୍ମ·ରୀ ଯୋଗଦେଇଥିଲେ । ଭଦ୍ରକ ଜିଲ୍ଲା ଓଷ୍ଟାର ସଭାପତି ଉପେନ୍ଦ୍ରପ୍ରସା ପାଢୀଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ସଭାରେ ଓଡିଶା ସରକାରଙ୍କ ତ୍ରୁଟିପୁର୍ଣ୍ଣ ଶିକ୍ଷାନିତୀ, ଶିକ୍ଷକମାରଣ ନିତୀ ଓ ଓଡିଶାର ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥା ବିରୁ୍ଧରେ ମିଳିତମଂଚରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲା । ସରକାର ବାରମ୍ବାର ଶିକ୍ଷକ ଓ ଅ୍ୟାପକମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି । ଏହି ଅବସରରେ ସରକାରଙ୍କ ଉଦାସିନତା ମନୋଭାବ ଯୋଗୁଁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବାକୁ ନିଷ୍ପତି ନିଆଯାଇଛି ।ଏଥିରେ ଛଅଗୋଟି ମୁଖ୍ୟ ଦାବୀ ଉପସ୍ଥାପନ କରାଯାଇଛି । ସେଗୁଡିକ ମଧ୍ୟରୁ ଯୋଗ୍ୟ ବିବେଚିତ ଦିନ ଠାରୁ ସମସ୍ତ ସ୍କୁଲ,କଲେଜକୁ ଅନୁଦାନ ପରିସରଭୁକ୍ତ କରି ·କିରୀ  ସର୍ତାବଳୀ ଓ ଅବସରକାଳୀନ ସୁବିା ସୁ୍ୋଗ ପ୍ରଦାନ କରିବା, ସପ୍ତମ ବେତନ କମିଶନ ଲାଗୁ କରିବା, ସତ୍ୟପାଠ ଅଥବା ଲିଖିତ ସୂଚନା ଦେବା ପାଇଁ ଥିବା ନି୍ର୍ଦେଶ ପ୍ରତ୍ୟାହାର କରିବା, ସମସ୍ତ ଶିକ୍ଷକ , ଅଧ୍ୟାପକ ଓ କର୍ମ·ରୀମାନଙ୍କ ବକେୟା ଦରମା ପ୍ରଦାନ କରିବା, ଅଧ୍ୟାପକମାନଙ୍କୁ ହୋଇଥିବା ନିର୍୍େଶକୁ ପ୍ରତ୍ୟାହାର କରିବା, ଶିକ୍ଷକ କର୍ମ·ରୀମାନଙ୍କ ପାଇଁ ଲାଗୁ ହୋଇଥିବା ଅନୁକମ୍ପାମୂଳକ ସହାୟତା  ଓ ଇଫିଫ ତୁରନ୍ତ ପ୍ରଦାନ କରିବା ଆି ଦାବୀ ଗୁଡିକ ମୁଖ୍ୟତଃ ଭାବରେ ସରକାର ପୁରଣ କରିବାକୁ ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଥିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ସହ ଆବାହକ ବିଧାନସଭା ସମୁଖରେ ଧାରଣାରେ ବସିବା ପାଇଁ ପ୍ରକାଶ ଚନ୍ଦ୍ର ମହାନ୍ତି , ଗୋଲକ ନାୟକ , ପବିତ୍ର ମହଲା ଆହ୍ୱାନ େଇଛନ୍ତି ।   ଏହି ସଭାରେ ୬୬୨ବର୍ଗର ଜିଲା ସଭାପତି ଆଦିତ୍ୟକୁମାର ଜେନା, ରାଜ୍ୟ ନେତୃତ୍ୱକୁ ମଂଚକୁ ଆହ୍ୱାନ କରିଥିଲେ । ଓଷ୍ଟାର ଜିଲା ସଂପାଦଜ ପ୍ରଦିପ୍ତ ଦାଶ ସ୍ୱାଗତ ଭାଷଣ େଇଥିଲେ । ଶଶିଶେଖର କରଶର୍ମ୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ । ମିଳିତ ମଂଚର ରାଜ୍ୟ ନେତୃତ୍ୱ ପ୍ରେମାନନ୍ଦ ଜେନା , ଅକ୍ଷୟକୁମାର ମିଶ୍ର , ଅମରକୁମାର ହୋତା, ସରଜିତା ନାୟକ, ଶତାବଦୁନ ଅହମ୍ମଦ, ଡ. ଗଗନ ବେହୁରା , ଅଟଳବିହାରୀ ବଳ, ପ୍ରକାଶଚନ୍ଦ୍ର ଜେନା,୬୬୨ବର୍ଗର ଲକ୍ଷ୍ମୀର ନାୟକ, ସୁନନ୍ଦା ମହାନ୍ତି , ରାମଚନ୍ଦ୍ର ଦାଶ , ଗଜେନ୍ଦ୍ର ନାୟକ, ରାମଚନ୍ଗଦ୍ର ଦାଶ, ଗୁଣାକାର ଦାସ , ସତ୍ୟନାରାୟଣ ସାହୁ, କାର୍ତିକେଶ୍ୱର ବେହେରା, ବିଜୟକୁମାର ଦାସ, ଅଭିମନ୍ୟୁ ସାହୁ, ୪୪୮ବର୍ଗର ତାରାକାନ୍ତ ମଲ୍ଲିକ, ଜୟପ୍ରକାଶ ଦାସ, ସ୍ନେହାଂଶୁ ମହାନ୍ତି, ଓଷ୍ଠାର ସାଧୁଚରଣ ଷଡଙ୍ଗୀ, ପୁର୍ଣ୍ଣଚନ୍ଦ୍ର ଦାସ, ଅଜୟ ନନ୍ଦ , ନିର୍ମଳ ମାଇତି, ଶଶିଶେଖର କରଶର୍ମ୍ମା, କମଳାକାନ୍ତ ନାୟକ, ଦେବବ୍ରତ ତ୍ରିପାଠୀ, ରଙ୍ଗଲାଲ ମଣ୍ଡଳ, ହେମନ୍ତ ସୁତାର, ମନୋରଂଜନ ପଣ୍ଡା, ସୁବଳ ପତ୍ରୀ, ପର୍ଶୁରାମ ପାତ୍ର , ତରଙ୍ଗିନୀ ନାୟକ,ବାଦଲକିଶୋର ପାତ୍ର, କ୍ଷିରୋ ରାଉତ, ବ୍ରଜକିଶୋର ବିଶ୍ୱାଳ, ବୈକୁଣ୍ଠ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, ନୃସିଂହ ବେହେରା, ମାଦ୍ରାସାର ଅବତାଫ ରାଜା, ସେକ ଦୟାନ ଚଇନୂର, ଅଶୋକ ରାଉତ, ଉପେନ୍ଦ୍ର ବିଶ୍ୱାଳ, ସିତାରାମ ପତି ପ୍ରମୁଖ  ପରି·ଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top