ଗଞ୍ଜାମ

ସୋରଡ଼ା ପାର୍କରେ ଟୟଟ୍ରେନ ଶୁଭାରମ୍ଭ

ସୋରଡ଼ା ୧-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ପବିତ୍ର ସ୍ୱାୟତ୍ତଶାସନ ଦିବସ ଅବସରରେ ସୋରଡ଼ା ପାର୍କରେ ଟୟଟ୍ରେନ ଶୁଭାରମ୍ଭ କରାଯାଇଛି ଏହି ସେବାକୁ ଆସିକାର ମାନ୍ୟବର ସାଂସଦ ଲଡୁକିଶୋର ସ୍ୱାଇଁଙ୍କ ସମେତ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉଦଘାଟନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top