ସୁରେଶ ମର୍ଦ୍ଦରାଜ ହେଲେ ନଗର ଯୁବ ବିଜେଡି ସଭାପତି

କେନ୍ଦ୍ରାପଡା- ୧୧/୧ (ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ନଗର ଯୁବ ବିଜେଡି ସଭାପତି ଭାବେ ପୂର୍ବତନ ୧୭ନମ୍ବର ୱାର୍ଡର କାଉନସିଲର ସୁରେଶ କୁମାର ମର୍ଦ୍ଦରାଜଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏଥିପାଇଁ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡାର ଯୁବ ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ମହାକାଳପଡାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *