ତୁରୁମୁଙ୍ଗା ୧୨-୩ (ଓଡ଼ିଆ ପୁଅ) ଫୁଲ କଅଁଳେଇ ମଇ ବିଦ୍ୟାଳୟର ଆସନ୍ତା ୧୮ ତାରିଖ ଦିନ ସୁବର୍ଣ୍ଣ ଜୟନ୍ତୀ ପାଇଁ ଫୁଲକଅଁଳେଇ ସ୍କୁଲର ଏକ ପ୍ରସ୍ତୁତି ବୈଠକ ପୂର୍ବତନ ଛାତ୍ରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୮ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ସାସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଅତିରିକ୍ତ ଜିଲାପାଳ ଡ଼ଃ ଭକ୍ତଚରଣ ପ୍ରଧାନ ଯୋଗ ଦେବାର ରହିଛି। ବହୁ ସଂଖ୍ୟାରେ ପୂର୍ବତନ ଛାତ୍ରଛାତ୍ରୀମାନେ ଏହି କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି।

Loading...