ସୁନାବେଡା ମ୍ୟୁନସିପାଲଟି ତରଫରୁ ସେମିଲିଗୁଡା ବସଷ୍ଟାଣ୍ଡରେ ଥିବା ଦୋକାନୀମାନଙ୍କୁ ଡଷ୍ଟବିନ ପ୍ରଦାନ

କୋରାପୁଟ ୦୮-୦୬-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ) ସୁନାବେଡା ମ୍ୟୁନସିପାଲଟି ତରଫରୁ ସେମିଲିଗୁଡା ବସଷ୍ଟାଣ୍ଡରେ ଥିବା ଦୋକାନୀମାନଙ୍କୁ ଡଷ୍ଟବିନ ପ୍ରଦାନ କରାଯାଇଥିବା ଜଣା ପଡିଛି। ସୁନାବେଢ଼ା ମ୍ୟୁନସି ପାଲଟି ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଷ୍ଟବିନ ପ୍ରଦାନ କରିଥିଲେ। ସୁନାବେଢ଼ା ମ୍ୟୁନସିପାଲଟି ଉପାଧ୍ୟକ୍ଷ ରତ୍ନାକର ନନ୍ଦ, ନିର୍ବାହୀ ଅଧୀକାରୀ ସ୍ୱସ୍ତିକ ଜମାଦାର, କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲ, ଉପ ସଭାପତି ଭରତ ମଲ୍ଲିକ, ସାଧାରଣ ସଂପାଦକ ପ୍ରଭାତ ସୁତାର, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ ଓ କାଉନସିଲରମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *