ଜିଲ୍ଲା ପରିକ୍ରମା

ସୁଗୋ ପାଟଣା ଗ୍ରାମରେ ଯଜ୍ଞ

ଭଦ୍ରକ,୧୧ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ସୁଗୋ ଗ୍ରାମ  ପଞ୍ଚାୟତଅନ୍ତର୍ଗତ  ସୁଗୋ- ପାଟଣା  ଗ୍ରାମରେ ଦୀର୍ଘ  ୧୦୦ବର୍ଷ   ପୂର୍ଣ୍ଣ  ଅବସରରେ  ଅଷ୍ଟମ  ପ୍ରହରୀ  ନାମ ସଂକୀର୍ତ୍ତନ  ଧାରାବାହିକ ଭାବରେ  ତିନି  ପିଢି ଧରି ଚାଲିଆସୁଅଛି । ଏହି ଅଷ୍ଟମ ପ୍ରହରୀରେ ପ୍ରତିଷ୍ଠାତା   ସଭ୍ୟମାନଙ୍କ ମଧ୍ୟରେ  ଅନେକ ଆଜି ସ୍ୱର୍ଗବାସ  କରିଯାଇଛନ୍ତି ନାମ ମଧ୍ୟରୁ ସ୍ୱର୍ଗତଃ ଅଭିରାମ ପଲାଇ, କେଳୁଚରଣ  ବାରିକ,  କାଙ୍ଗାଳୀଚରଣ ଦାସ,ଲକ୍ଷ୍ମଣ  ଚରଣ ଦାସ, ଗୋଲକ  ବିହାରୀ ଦାସ,ମହେନ୍ଦ୍ର  ଦାସଙ୍କିର  ପ୍ରଚେଷ୍ଟାରେ  ବହୁ ଘାତପ୍ରତିଘାତ ମଧ୍ୟରେ  ଚାଲି ଆସୁଥିଲା ।  ବର୍ତ୍ତମାନ ସମୟରେ  ସେମାନଙ୍କର  ପୁତ୍ର, ପୌତ୍ରାମାନେ ମିଳିମିଶି  ଭାଇଚାରା ଲିଭାଇ  ପୂର୍ବ ପରମ୍ପରା  ବଜାୟ ରଖି ଏହି ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ କୁ  ସୁଚାରୂ ରୂପେ  ଚଳାଇ ଆସୁଛନ୍ତି । ସେମାନଙ୍କ ମଧ୍ୟରେ  ନାରାୟଣ ପ୍ରସାଦ ଦାସ,   ବୁଲୁ  ବାରିକ,  ବିଟଳ ବିହାରୀ ପଲାଇ,   ହେମାନନ୍ଦ  ଦାସ,  କାହ୍ନୁଚରଣ  ପରିଡା,   ଗିରିଧାରୀ ନାଏକ,  ନରହରି ପରିଡା,  ବାଇଧର ପରିଡା,   କାଳନ୍ଦୀ ଚରଣ  ବେହେରା. ଜଗନ୍ନାଥ   ମହାକୁଡ ଏବଂ  ଅନ୍ୟ ଗ୍ରାମବାସୀମାନେ  ମିଳିତ ଭାବରେ  ଏହି ପରମ୍ପରାକୁ  ସୂଚାରୁ ରୂପେ  ପାଳନ କରିଆସୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top