ଓଡ଼ିଶା

ସୁକମା ଆକ୍ରମଣରେ ସହିଦ ବୀର ସିଆରପିଏଫ ଯବାନମାନଙ୍କୁ ଗଭୀର ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ସୁକମାରେ ହୋଇଥିବା ଆକ୍ରମଣରେ ସହିଦ ବୀର ସିଆରପିଏଫ ଯବାନମାନଙ୍କୁ ଗଭୀର ସମ୍ମାନ ଜଣାଇଥିଲେ।

‘ଛତିଗଡର ସୁକମାଠାରେ ସହିଦ ହୋଇଥିବା ସିଆରପିଏଫ ଯବାନମାନେ ଭାରତ ପାଇଁ ଚିର ନମସ୍ୟ ଏବଂ ସମ୍ମାନର ପାତ୍ର। ଦୁଃଖର ଏହି ମୁହୂର୍ତରେ ବୀର ସହିଦମାନଙ୍କ ବନ୍ଧୁ ଓ ପରିବାରଜନଙ୍କ ସହିତ ମୁଁ ଛିଡା ହୋଇଛି। ଦୁଃଖର ଏହି ସମୟରେ ଦେଶ କାନ୍ଧ କୁ କାନ୍ଧ ମିଶାଇ ସହିଦମାନଙ୍କ ବନ୍ଧୁ ଓ ପରିବାରଜନଙ୍କ ସହିତ ଛିଡା ହୋଇଛନ୍ତି’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top