ଜିଲ୍ଲା ପରିକ୍ରମା

ସିଆଇଟିୟୁ ତରଫରୁ ପୁରୀ ଜିଲ୍ଲାପାଳ କାଯ୍ୟାଳୟରେ ବିକ୍ଷୋଭ

ପୁରୀ ୨୨.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଆକାଶଛୁଆଁ ଦରଦାମ ବୃଚଂ, ଦୁର୍ନିତୀ ଭ୍ରଷ୍ଟାଚାର ଓ ବେକାରୀ ସମସ୍ୟା ବିରୁଦ୍ଧରେ ଏଆଇସିସିଟିୟୁ, ପୁରୀ ଜିଲ୍ଲାକମିଟି ତରଫରୁ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ବିଭିନ୍ନ ବ୍ଳକ୍ ରୁ ୩୦୦ ରୁ ଉର୍ଦ୍ଧ ଶ୍ରମିକ ସାମିଲ୍ ହୋଇଥିଲେ ଏଥିରେ ଏଆଇସିସିଟିୟୁ ରାଜ୍ୟ ସାଧାରଣ ସଂମ୍ପାଦକ ତଥା ବରିଷ୍ଟ ଶ୍ରମିକ ନେତା ସାଥୀ ରାଧାକାନ୍ତ ସେଠୀ, ରାଜ୍ୟ ସଂପାଦକ ମହେନ୍ଦ୍ର ପରିଡା ସି ପିଆଇ (ଏମ୍-ଏଲ୍ ) ର ବରିଷ୍ଟ ନେତା ଅଶୋକ ପ୍ରଧାନ, କିଷାନ୍ ପଟ୍ଟନାୟକ ଯୋଗଦେଇ ସରକାରଙ୍କ ଶ୍ରମିକ ବିରୋଧି ଓ କରପୋରେଟ୍ ଓ ସପକ୍ଷ ବାଦୀ ନିତିକୁ ଦୃଢ ନିନ୍ଦା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top