Home କୋରାପୁଟ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କଲେ ଜିଲ୍ଲାପାଳ

ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କଲେ ଜିଲ୍ଲାପାଳ

95

କୋରାପୁଟ ; ତା୦୪-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ୨ ୟ ପର୍ଯ୍ୟାୟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ଆଜି ଅପାରହ୍ନରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତୀ ୬ ଜଣ ସାମ୍ବାଦିକଙ୍କୁ କାର୍ଡ ପ୍ରଦାନ କରିଥିବା ଜଣାପଡିଛି ।୨ ୟ ପର୍ଯ୍ୟାୟରେ ୧୦ ଜଣ ସାମ୍ବାଦିକଙ୍କ କାର୍ଡ ଆସିଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ସୂଚନା ଦେଇଥିଲେ ।ଏଥିପୂର୍ବରୁ ଜିଲ୍ଲାର୯୫ଜଣ ସାମ୍ବାଦିକଙ୍କୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି କାର୍ଡ ପ୍ରଦାନ କରିଥିଲେ ।କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ରାୟଗୁରୁ ଓ କାଯ୍ୟ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ କାର୍ଡ ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.