ଜିଲ୍ଲା ପରିକ୍ରମା

ସାମ୍ବାଦିକଙ୍କ ପିତୃ ବିୟୋଗ

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରପାଳିକା ଅର୍ନ୍ତଗତ ସନ୍ଥିଆ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଅନିଲ କୁମାର ଦାସଙ୍କ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ସେ ଡ଼ାକ ବିଭାଗରେ ନିଷ୍ଠାର ସହ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଥିଲେ । ଗତ କିଛି ଦିନ ଧରି ଶ୍ରୀ ଦାସ ଅସୁସ୍ଥ ଥିଲେ । ମୃତୁ୍ର ଶଯ୍ୟା ନିକଟରେ ତାଙ୍କ ସାମ୍ବାଦିକ ପୁତ୍ର ରାକେଶ ଦାସଙ୍କ ସମେତ ଅନ୍ୟ ୨ଭାଇ ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ଶ୍ରୀ ଦାସଙ୍କ ମୃତୁ୍ୟରେ ବହୁ ଗଣମାଧ୍ୟମ ପ୍ରତିନିଧି ଶୋକବ୍ୟକ୍ତ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top