ସାମାଜିକ ସୁରକ୍ଷା ବୈଠକ

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଣ୍ଡାରିପୋଖରୀ ବ୍ଲକ ସରସଦା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ଶ୍ରୀମତୀ ମଣିକାଂଚନ ସେନାପତିଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗର ବ୍ଲକ ଅଧିକାରୀ ମୀନ କେତନ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ଼ିଆରଡ଼ିଏର ଅଧିକାରୀ ଅମର କିଶୋର ସାହୁ, ପ୍ରମିଳା କୁମାରୀ ନାୟକ, ସୁଶାନ୍ତ ପଲାଇ, ସୁଚିତ୍ରା ସାହୁ, ପ୍ରମିଳା ବେହେରା, ସରିତା ଦେ ପ୍ରମୁଖ ସାମାଜିକ ସୁରକ୍ଷା ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *