ସସ୍ମିତ ପାତ୍ର ଇଲେକ୍ଟ୍ରୋନିକ୍ସ ଏବଂ ମାନସ ମଙ୍ଗରାଜ ପ୍ରିଣ୍ଟମିଡିଆ ମିଡିଆ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର ୨୭.୦୬ (ଓଡ଼ିଆ ପୁଅ) ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ମିଡିଆ ସଂଯୋଜକ ଏବଂ ମିଡିଆ ପ୍ୟାନେଲିଷ୍ଟ ଶ୍ରୀ ମାନସ ମଙ୍ଗରାଜଙ୍କୁ ପ୍ରିଣ୍ଟ୍‍ମିଡିଆ ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ଇସ୍ତାହାରରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *