ଓଡ଼ିଶା

ସରିଲା ମ୍ୟାଟ୍ରିକ ପରୀକ୍ଷା ଶେଷ ଦିନରେ କପି କରି ଏମ ପି ହେଲେ ୯ ଛାତ୍ର

ତୁରୁମୁଙ୍ଗା ୮-୩ (ଓଡ଼ିଆ ପୁଅ/ସନ୍ତଷ ପତି) ଚଳିତ ବର୍ଷ ଚାଲିଥିବା ମ୍ୟାଟ୍ରିକ ପରିକ୍ଷା ର ଆଜି ତୁରୁମୁଙ୍ଗା ଶେଷ ଦିନରେ କପି କରି ୯ ଜଣ ଛାତ୍ର ଏମ ପି ହୋଇଛନ୍ତି। ଏଥି ମଧ୍ୟ ରୁ ପାଟଣା ବ୍ଲକ ର ଦଧିବମାନ ଉଚ୍ଚ ବିଦ୍ୟାଳୟର ୮ ଜଣ ଏବଂ ରାଜନଗର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ଏମ ପି ହୋଇଥିବା ଜଣା ପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top