କେନ୍ଦ୍ରାପଡା ୧୮/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସହରର ବଣିଆମାଳସ୍ଥିତ ଗୋଲକ ଚନ୍ଦ୍ର ସାମଲଙ୍କ ଧର୍ମପନôୀ ସମାଜସେବୀ,ମହିୟସୀ ମହିଳା ସୂର୍ଗତା ସରସ୍ୱତୀ ସାମଲଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସାଇ ପ୍ଲାନେଟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଅଧ୍ୟାପକ ବିପିନ ବିହାରି ବାରିକ,ଶିକ୍ଷାବିତ ହେମନ୍ତ କୁମାର ଜେନା,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଆଇନଜିବୀ ପ୍ରଦିପ କୁମାର ଦାଶ,ଉମେଶ ଚନ୍ଦ୍ର ସିଂ,ରମଣୀରଞ୍ଜନ ରାଉତରାୟ,ଧିରେନ କୁମାର ଦାସ,ପ୍ରତାପ କୁମାର ଦାସ,ଗୟାଧର ଧଳ,ସତ୍ୟବ୍ରତ ସିଂ,ସେକ ମୁନିସୁଦ୍ଦିନ,ରୁଦ୍ର ପ୍ରସାଦ ସାହୁ,ନିରଞ୍ଜନ ବଳ,ସଞ୍ଜୟ କୁମାର ପାତ୍ର,ଅରୁଣ କୁମାର ଦାସ,ଗୋଲକଚନ୍ଦ୍ରସାମଲ,ମୃତୁ୍ୟଞ୍ଜୟସାମଲ,ମଧୁସ୍ମିତା,ଜନ୍ମେଜୟ,ମୀନତୀ,ଧନଞ୍ଜୟ,ମହେଶ୍ୱତା,ମାନଗୋବିନ୍ଦ,ସୁଧାଂଶୁ,ଗୀତାଞ୍ଜଳୀ,ଟୁଟୁ,ପିଣ୍ଟୁ,ଅଭିଳାସ ପ୍ରମୁଖ ଯୋଗଦେଇ ସୂର୍ଗତା ସାମଲଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
