ଜିଲ୍ଲା ପରିକ୍ରମା

ସରସଦା ଠାରେ ବଜରଙ୍ଗ ଦଳ ବୈଠକ

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ଠାରେ ବଜରଙ୍ଗ ଦଳ ତରଫରୁ ଏକ ପ୍ରାନ୍ତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଂଯୋଜକ ଚନ୍ଦ୍ରଶେଖର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ଜିଲ୍ଲା ସଂଯୋଜକ ବନମାଳୀ ପଣ୍ଡା ଯୋଗ ଦେଇ ବଜରଙ୍ଗ ଦଳର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସଦସ୍ୟ ରଥ କିଶୋର ସମାଲ, ସନ୍ତୋଷ ଜେନା, ଜଗନ୍ନାଥ ପାତ୍ର, ପ୍ରଫୁଲ୍ଲ ନାୟକ, କିଶୋର ଷେଣ୍ଢ, ପ୍ରହ୍ଲାଦ ଜେନା, ମନୋରଂଜନ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top