ଓଡ଼ିଶା

ସମ୍ପର୍କ ଫର ସମର୍ଥନ ଅଭିଯାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ, ଡ. ଶ୍ୟାମ ସୁନ୍ଦର ଧର, ପଦ୍ମଶ୍ରୀ ଜୀତେନ୍ଦ୍ର ହରି।ଲ ଡ. ଦିପ୍ତୀବାଳା ପଟ୍ଟନାୟକ ଓ ଡ଼. ଦ୍ୱାରିକା ନାଥ ନାୟକଙ୍କୁ ଭେଟିଲେ
– ମୋଦି ସରକାରଙ୍କ ଦ୍ୱାରା ଗତ ଚାରି ବର୍ଷର କାମ ଓ ସଫଳତା ସମ୍ପକୟଙ୍କର ଦେଲେ ସୂଚନା

ସମ୍ବଲପୁର, ୧୦ ଜୁନ (ଓଡ଼ିଆ ପୁଅ) – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ସମ୍ବଲପୁର ଠାରେ ସମ୍ପକୟ ଫର ସମର୍ଥନ ଅଭିଯାନରେ ସମ୍ବଲପୁର ଠାରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଭେଟି ମୋଦି ସରକାରଙ୍କ ଦ୍ୱାରା ଗତ ଚାରି ବର୍ଷରେ କରାଯାଇଥିବା କାମ ସମ୍ପକୟଙ୍କର ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ ରବିବାର ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ, ବିଶିଷ୍ଟ ଶିକ୍ଷାବିତ ଡ. ଶ୍ୟାମ ସୁନ୍ଦର ଧର, ରଙ୍ଗବତୀର ଗାୟକ ପଦ୍ମଶ୍ରୀ ଜୀତେନ୍ଦ୍ର ହରିପାଲ, ନାଟକ ଲେଖକ ଓ ନିର୍ଦେଶକ ଦ୍ୱାରିକାନାଥ ନାୟକ ଓ ପୂର୍ବତନ ସାଂସଦ ସ୍ୱର୍ଗତ ପତିତପାବନ ପ୍ରଧାନଙ୍କ ଧର୍ମ ପତ୍ନୀ ତଥା ଅବସରପ୍ରାପ୍ତ ସିଡିଏମ ଡ. ଦିପ୍ତୀବାଳା ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଏହି ବ୍ୟକ୍ତିବିଶେଷମାନଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଗତ ଚାରି ବର୍ଷରେ କରା ଯାଇଥିବା କାମ ଓ ସଫଳତା ସମ୍ପକୟଙ୍କର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top