ଓଡ଼ିଶା

ସମସ୍ତ ସୀମା ପାର କଲେ ଶାର୍ଲିନ୍ ଚୋପ୍ରା… ଏପରି ବୋଲ୍ଡ ଫଟୋ ଦେଖି ଫ୍ୟାନ୍ସ କହିଲେ …

ଶାର୍ଲିନ୍ ଚୋପ୍ରା ପୁଣିଥରେ ହଟ, ସେକ୍ସୀ ଏବଂ ସୁନ୍ଦର ଫଟୋ ସେୟାର କରିଛନ୍ତି। ଶାର୍ଲିନ୍ ଚୋପ୍ରାଙ୍କର ଲାଟେଷ୍ଟ ଇଂଷ୍ଟାଗ୍ରାମ ପୋଷ୍ଟରେ ସେ ସେକ୍ସୀ ବ୍ଲାକ୍ ଡ୍ରେସରେ ନଜର ଆସୁଛନ୍ତି

ମୁମ୍ବାଇ ୨୨-୯ (ଓଡ଼ିଆ ପୁଅ) : ଅଭିନେତ୍ରୀ ଶାର୍ଲିନ୍ ଚୋପ୍ରା ପ୍ରାୟ ସମୟରେ ନିଜର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ହଟ, ସେକ୍ସୀ ଏବଂ ବୋଲ୍ଡ ଫଟୋ ଶେୟାର କରି ଆସୁଛନ୍ତି। ପୁଣି ଥରେ ଶାର୍ଲିନ୍ ଚୋପ୍ରା ସୁପର ହଟ ଫଟୋ ଶେୟାର କରିଛନ୍ତି। ଶାର୍ଲିନ୍ ଚୋପ୍ରା ତାଙ୍କ ବୋଲ୍ଡ ଫଟୋ ଏବଂ ଭିଡ଼ିଓ ପାଇଁ ପରିଚିତ। ଶାର୍ଲିନ୍ ଚୋପ୍ରା ୟୁଟ୍ୟୁବ ଉପରେ ମଧ୍ୟ ହଟ ଭିଡ଼ିଓ ସେୟାର କରିଥାନ୍ତି ଏବଂ ସେଥିଲେ ଲକ୍ଷାଧିକ ଭିୟୁଜ୍ ମିଳିଥାଏ।

ପୁଣି ଥରେ ତଥାପି ଶାର୍ଲିନ୍ ଚୋପ୍ରା ଇଂଷ୍ଟାଗ୍ରାମରେ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ବ୍ଲାକ ସେକ୍ସୀ ଡ୍ରେସରେ ନଜର ଆସୁଛନ୍ତି। ଏହି ଫଟୋକୁ ସେୟାର କରିଛନ୍ତି। ତାଙ୍କୁ ଏଥିରେ ଅନେକ କମେଣ୍ଟସ୍ ଏବଂ ଲାଇକ୍ ମିଳିଛି।

ସୂଚନାଯୋଗ୍ୟଯେ, ଶାର୍ଲିନ୍ ଚୋପ୍ରା ବଲିଉଡ଼୍ ନିକଟରେ ପାଦ ରଖିଛନ୍ତି। ଫିଲ୍ମ ପରେ ମଡେଲ ଇଣ୍ଡଷ୍ଟ୍ରିରେ ମଧ୍ୟ ପାଦ ରଖିଥିବା ଶାର୍ଲିନ୍ ଚୋପ୍ରାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ମିଳିଚାଲିଛି। କିନ୍ତୁ ଶାର୍ଲିନ୍ ଚୋପ୍ରା ଲାଇମ୍ ଲାଇଟକୁ ସେତେବେଳେ ଆସିଲେ ଯେତେବେଳେ ସେ ପ୍ଲେବୟ ମାଗାଜିନର କଭର ପାଇଁ ନ୍ୟୁଡ ଫୋଟୋ ସୁଟ କରାଇଥିଲେ। ଶାର୍ଲିନ୍ ଚୋପ୍ରାଙ୍କୁ ଇଣ୍ଡଷ୍ଟ୍ରିରେ ତାଙ୍କର ହଟ ଷ୍ଟାଇଲ୍ ପାଇଁ ଜଣାଶୁଣା। ଅନ୍ୟ ପଟେ ଶାର୍ଲିନ୍ ଚୋପ୍ରା ନିଜର ଫିଟନେସକୁ ନେଇକରି ମଧ୍ୟ ବହୁତ କେୟାରିଙ୍ଗ ଅଟନ୍ତି।

View this post on Instagram

❤️

A post shared by Sherlyn Chopra (@sherlynchopra) on

https://www.instagram.com/p/BnDF-pgh16A/?utm_source=ig_web_copy_link

https://www.instagram.com/p/BnTm4pMn1IH/?utm_source=ig_web_copy_link

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top