ଜିଲ୍ଲା ପରିକ୍ରମା

ସମଲେଇଗୁଡ଼ି ହୁଣ୍ଡିରୁ ୨.୩୨ ଲକ୍ଷ ସଂଗୃହୀତ

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- ସମଲେଇଗୁଡ଼ି ହୁଣ୍ଡି ଶୁକ୍ରବାର ଖୋଲାଯାଇ ୨ ଲକ୍ଷ ୩୨ ହଜାର ୪୨୨ ଟଙ୍କା ସଂଗୃହୀତ ହୋଇଛି। ଏହା ସହ ହୁଣ୍ଡିକୁ ଭକ୍ତମାନେ ଦାନ କରିଥିବା ୫ ଗ୍ରାମ ୨୦୦ ମିଲିଗ୍ରାମ ଓଜନର ୨ଟି ସୁନା ମଙ୍ଗଳସୂତ୍ର, ୧ ଗ୍ରାମ ୪୩୦ ମିଲିଗ୍ରାମ ଓଜନର ହଳେ ସୁନା କାନଫୁଲ ଓ ୩୦ ମିଲିଗ୍ରାମ ସୁନାଖଣ୍ଡ ମିଳିଛି। ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ସଭ୍ୟ ହେମନ୍ତଚନ୍ଦ୍ର ମିଶ୍ର, ଦେଓକୁମାର ଆଜମେରିଆ, ବୀରେନ୍ଦ୍ର ରାୟ ଓ ଅନିନ୍ଦିତ ଦାସ, ନିର୍ବାହୀ ଅଧିକାରୀ ପ୍ରେମରାଜ ପାଣିଗ୍ରାହୀ, ପୂର୍ବତନ କାଉନସିଲର ରାମନାରାୟଣ ପ୍ରଧାନ, ସ୍ଥାନୀୟ ନାଗରିକ ସୁରେନ୍ଦ୍ର ନାୟକ, ପୁରନ୍ ଅଗ୍ରୱାଲ ଏବଂ ପୁଲିସ କର୍ମଚାରୀ ସସ୍ମିତା ମିଶ୍ର ଓ ଚିନୁ ଖଡ଼ିଆ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top