ସଭାପତି ବିଭୂତି ଭୁଷଣ କରଙ୍କୁ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ସ୍ୱାଗତ

ଭଦ୍ରକ, ୧୫ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ରାଜ୍ୟ ଉକôଳ ସାମ୍ବାଦିକ ସଂଘର  ସଭାପତି ଭାବେ ପୁନଃ  ବିଭୂତିଭୂଷଣ କର ନିର୍ବାଚିତ  ହୋଇଥିବାରୁ  ଭଦ୍ରକ  ଜିଲା  ଉକôଳ  ସାମ୍ବାଦିକ  ସଂଘ ପକ୍ଷରୁ ତାଙ୍କୁ କୃତ ଜ୍ଞତା   ଜଣାଯାଇଛି ।  ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟଠାରେ   ଅନୁଷ୍ଠିତ   ଉକ୍ତ ନିର୍ବାଚନରେ  ବିଭୂତିଭୂଷଣ କର  ୪୯୫  ଖଣ୍ଡ  ଭୋଟ ପାଇଥିବାବେଳେ   ତାଙ୍କ  ପ୍ରତିଦ୍ୱନ୍ଦ୍ୱୀ   ରାମଚନ୍ଦ୍ର   ମହାନ୍ତି ୨୯ଖଣ୍ଡ   ଭୋଟ ପାଇଥିଲେ । ୧୨ଖଣ୍ଡ ଭୋଟ ନାକଚ୍ ହୋଇଥିଲା । ସଭାପତିଭାବେ ଶ୍ରୀ କରଙ୍କ  ପୁନର୍ବାର  ବିଜୟପାଇଁ  ତାଙ୍କୁ  ଭଦ୍ରକ ଜିଲା  ସଭାପତି  ରବିନାରାୟଣ ଖିଲାର , ଉପଦେଷ୍ଟା   ପ୍ରମୋଦ ରାୟ, ଅନିଲ ବାରିକ,   କୈଳାସ ଚନ୍ଦ୍ର ଗୁପ୍ତା,    ସରୋଜ    ସେଠୀ,   ଅପୂର୍ବ  ରଂଜନ ବେହେରା, ରମେଶ ଚନ୍ଦ୍ର ପାଗଳ,  ସାଧନ କୁମାର ଧର, ନବ ସ୍ୱ ।ଇଁ, ଦିଲିପ କୁମାର ମହାନାୟକ, ଦୀପକ କୁମାର ନାୟକ, ସୁଜାତା ସ୍ୱାଇଁ,   ଅନନ୍ତ ଜେନା,  ଜଗନ୍ନାଥ  ବେହେରା, ରାଜେଶ କୁମାର ମହାନ୍ତି,ସୁବାସ ଚନ୍ଦ୍ର ସାହୁ,ଗଙ୍ଗାଧର ରାଉତ,ସମ୍ବିତ  ନାୟକ,  ଶୁଭେନ୍ଦୁ ଧଳ, ମାନସ ମହାନ୍ତି,  ସୁରେନ୍ଦ୍ର ରାୟ, ଜୀବନାନନ୍ଦ ନାୟକ, ଶରତ ପାଢୀ, ସ୍ନିଗ୍ଧା ରାୟ,  ଦୁର୍ଗାଚରଣ  ସାମଲ,  ନବଘନ  ଦାସ,  ବାପି ସାମଲ,  ରାଜେନ୍ଦ୍ର  ଶତପଥି, ଦୁର୍ଯେ୍ୟାଧନ ଲେଙ୍କା,  ମନରଂଜନ ମହାନ୍ତି,  ପ୍ରକାଶ  ଚନ୍ଦ୍ର ମହାପାତ୍ର, ଦୀପ୍ତିରଂଜନ  ନାୟକ,  ପ୍ରଶାନ୍ତ ସାହୁ,  ରାଧା ପାଢି,   ମୃତୁ୍ୟଞ୍ଜୟ   ସେନାପତି ,  ପ୍ରୟାସ ସାହୁ,    ନିରଦ  ଦାସ, ଅଭୟ ପତି, ରାମନାରାୟଣ ନାୟକ, ଅମୂଲ୍ୟ କୁମାର ରାଉତ, ବିଜୟ ନାୟକ, ଯଦୁନାଥ  ପାଣିଗ୍ରାହୀ, ନାରାୟଣ କର,  ନୃସିଂହ  ନାୟକ ପ୍ରମୁଖ  ସଭାପତି  ଶ୍ରୀ କରଙ୍କୁ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *