ad
ଗଞ୍ଜାମ

ସତ୍ୟ ସାଇବାବାଙ୍କ ୯୩ ତମ ଜନ୍ମ ଦିବସ ପାଳିତ

ଆସିକା,୨୩/୧୧(ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକା ଗାୟତ୍ରୀ ନଗର ସ୍ଥିତ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ସତ୍ୟସାଇ ବାବାଙ୍କ ୯୩ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ପ୍ରାତଃରେ ନଗର ପରିକ୍ରମା, ସଂକୀର୍ତନ, ପୁଜା ଓ ପ୍ରଶାନ୍ତି ଧ୍ୱଜା ଉତୋଳନ କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ଶହ ଶହ ନାରାୟଣଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ୯୩ ଜଣ ବନ୍ୟା କ୍ଷତିଗ୍ରସ୍ତ ଅସହାୟଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ସଂଧ୍ୟାରେ ସାଇ ଭକ୍ତ ମାନଙ୍କ ଦ୍ୱାରା ୯୩ଟି ଦିପ ପ୍ରଜ୍ଜଳିତ ସହ ଭଜନ କରାଯାଇଥିଲା ।ଏହି ଅବସରରେ ସତ୍ୟ ସାଇବାବା ସେବା ସମିତିର ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ବାବାଙ୍କୁ ପୂଜା କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top