ଗଞ୍ଜାମ

ଷୋହଳଖଣ୍ଡ ଗୋପାଳ ସମାଜ ପୂରବଖଣ୍ଡ ତାଲୁକା ପକ୍ଷରୁ ନନ୍ଦ ମହୋତ୍ସବ ପାଳିତ

ପୁରୁଷୋତ୍ତମପୁର,୩/୯(ଓଡିଆ ପୁଅ/ସୁଦାମ ମହାରଣା) ଷୋହଳ ଖଣ୍ଡ ଗୋପାଳ ସମାଜ ପୂର୍ବ ଖଣ୍ଡ ତାଲୁକା ପକ୍ଷରୁ ନନ୍ଦ ଉତ୍ସବ ତାରାତାରିଣୀ ପୂଠରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ତେଇଶି ମୁଠା ର ୬୫ଗ୍ରାମର କର୍ମକର୍ତ୍ତାଙ୍କୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କୁଳର ମାଟ୍ରିକ ଓ +୨ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହୋଇ ଥିବା ୨୨ଜଣଛାତ୍ର ଛାତ୍ରୀଙ୍କୁ ମାନପତ୍ର ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପୂର୍ବ ଖଣ୍ଡ ତାଲୁକା ସଭାପତି ଶିବରାମ ଗୌଡ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ ପରିଷଦର ଉପସଭାପତି ଅଶୋକ କୁମାର ମହାକୁଡ, କୁଳ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top