ad
ଓଡ଼ିଶା

ଶ୍ରୀ ଶ୍ରୀ ଛାତ୍ର ଙ୍କ କୃତିତ୍ୱ

ଭୁବନେଶ୍ୱର ୬-୩ (ଓଡ଼ିଆ ପୁଅ) ଶ୍ରୀ ଶ୍ରୀ ବିଶ୍ଵବିଧ୍ୟାଳୟ ୟୋଗିକ ବିଜ୍ଞାନ ର ସ୍ନାତକ ବିଭାଗର (ପ୍ରଥମ ବର୍ଷ ) ଛାତ୍ର ଶ୍ରୀ ଜୟ କୃଷ୍ଣ କେ ଏସ, ପ୍ରଥମ ଆସିଆନ ଓପେନ ଆନ୍ତର୍ଜାତିକ ଯୋଗ ସ୍ପୋର୍ଟ ପ୍ରତିଯୋଗିତାରେ ସ୍ଵର୍ଣ ପଦକ ର ଅଧିକାରୀ ହୋଇଛନ୍ତି। ଏହି ପ୍ରତିଯୋଗିତା ୱାଙ୍ଗନ, ମ୍ୟାନମାର ରେ ଅନୁଷ୍ଠିତ ହୋଏଥିଲା ଜ୍ଝ ୧୧ ଟି ଦେଶ ରୁ ହାରାହାରି ୩୦ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। .

ଶ୍ରୀ ଜୟ କୃଷ୍ଣ ଙ୍କୁ ତାଙ୍କର ଉନ୍ନତ ଏବଂ ନିଖୁଣ ଦକ୍ଷତା କଳା ପ୍ରଦର୍ଶନ କରି ୱାଙ୍ଗନ, ମ୍ୟାନମାର ର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଦ୍ୱାରା ସ୍ଵର୍ଣ ପଦକ ସହ ୨୮, ୦୦୦/- ନଗଦ ରାଶି ପୁରସ୍କାର ରେ ପୁରସ୍କୃତ ହୋଇଛନ୍ତି। ଶ୍ରୀ ଶ୍ରୀ ବିଶ୍ଵବିଧ୍ୟାଳୟ ଯୋଗ ଶିକ୍ଷା ରେ ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରୁଛି ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପ୍ରୋତ୍ସାନ ପ୍ରଦାନ କରୁଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top