ଶ୍ରୀ ନୀଳାଚଳ ତତ୍ୱ ସନ୍ଧାନ ପରିଷଦର ଆଲୋଚନାଚକ୍ର

ପୁରୀ:୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀ ନୀଳାଚଳ ତତ୍ୱ ସନ୍ଧାନ ପରିଷଦର ମାସିକ ଆଲୋଚନାଚକ୍ର ସ୍ଥାନୀୟ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠାନର ସଭାପତି ପ୍ରଫେସର ଗୋପାଳକୃଷ୍ଣ ଦାଶଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ମହୋଦୟରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ପରିଷଦ ସାଧାରର ସମ୍ପାଦକ ନାରାୟଣ ନନ୍ଦ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ।ଆଲୋଚକ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ, ଡ଼.କାଦମ୍ବିନୀ ଦାଶ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ନାରାୟଣ ନନ୍ଦ, ଶରତ ସାହୁ, ଫ. ଉମେଶ ଚନ୍ଦ୍ର ଚିନ୍ନାରା, ଜ୍ୟୋତିର୍ବିଦ୍ ଅନାମ ଚନ୍ଦ୍ର ସାହୁ, ଅଧିବକ୍ତା ପୂର୍ଣ୍ର ଚନ୍ଦ୍ର ସାହୁ, ସୁନୀଲ ରଥ, ଭାସ୍କର ମିଶ୍ର, ଡ଼. ରାମଚନ୍ଦ୍ର ପାତ୍ର, ଡ଼.ଚାରୁଭାସିନୀ ଜେନା, ଶଙ୍କର୍ଷଣ ମଙ୍ଗରାଜ, ସଦାଶିବ ମିଶ୍ର, ଚାରୁଲତା ମିଶ୍ର, ନବକିଶୋର ରଥ, ଡ଼. ନୃସିଂହ ଚରଣ ସାହୁ, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ରଞିତା ମହାପାତ୍ର, ଅଧ୍ୟାପକ ପ୍ରମୋଦ ଦଳେଇ, ଡ଼. ବିଶ୍ୱରଞନ ପତି, ସନ୍ତୋଷ ରଥ, ମଦନମୋହନ ମହାପାତ୍ର, ଆଦି ନାରାୟଣ ମହାରଣା, ଶଙ୍ଖନିଧି ମିଶ୍ର, ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, ନକୁଳ ଚରଣ ସାହୁ, ମୀରା ମହାନ୍ତି ପ୍ରମୁଖ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଏବଂ ଗୋପାଳ ପୂଜାବିଧି ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଶେଷରେ ଶ୍ୟାମପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *