ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀ ହେଲେ ସୋନପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ମହିଳା ମୋର୍ଚ୍ଚା ସୋସିଆଲ ମିଡିଆ ରାଜ୍ୟ ସଂଯୋଜିକା ଭାବେ କସ୍ତୁରୀ ମିଶ୍ର ଏବଂ ସହ ସଂଯୋଜିକା ଭାବେ ସୁଜାତା ପାଢୀଙ୍କୁ ନିଯୁକ୍ତି ପ୍ରଦାନ
ଭୁବନେଶ୍ୱର, ତା ୨୭/୦୬ (ଓଡ଼ିଆ ପୁଅ): ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ସୋନପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଯୁକ୍ତି ଦେଇଛନ୍ତି। ସେହିପରି ମହିଳା ମୋର୍ଚ୍ଚା ସୋସିଆଲ ମିଡିଆ ରାଜ୍ୟ ସଂଯୋଜିକା ଭାବେ ଶ୍ରୀମତୀ କସ୍ତୁରୀ ମିଶ୍ର ଏବଂ ସହ ସଂଯୋଜିକା ଭାବେ ଶ୍ରୀମତୀ ସୁଜାତା ପାଢୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *