ଶ୍ରୀକ୍ଷେତ୍ର ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ କୁମ୍ଭାରପଡା ଥାନା ଘେରାଉ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀକ୍ଷେତ୍ର ବିଦ୍ୟୁତ କର୍ମଚାରୀ ସଂଘ ସେମାନଙ୍କର ୫ ବର୍ଷରୁ ଉର୍ଦ୍ଧ୍ୱ ଇପିଏଫ ପାଣ୍ଠି ଓ ମାସିକ ପାରିଶ୍ରମିକ ବାବଦ ଅର୍ଥ ହଡପ କରିଥିବା ଅଭିଯୋଗରେ ଫେଡକୋ କର୍ମଚାରୀ ସଂଘ ପକ୍ଷରୁ ସେସୁ ଏବଂ ପ୍ରାଚାଂଇଜ ନେଇଥିବା ଫେଡକୋ ବିରୁଧରେ କୁମ୍ଭାରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଂପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *