କଟକ ୧୬-୭ (ଓଡ଼ିଆ ପୁଅ/ଗୌରବ ଦାସ) ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ପାରାଦୀପ ତାରିଣୀଗଡା ଗୁଳିକାଣ୍ଡ ମାମଲା ଏବଂ କଟକ ପ୍ରେସ ଛକ ଅଭୟ ଭଟ୍ଟ ବୋମାମାଡ ମାମଲାରେ ହାଇକୋର୍ଟ ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତମୂଳକ ଜାମିନ ଏହି ଜାମିନ୍ ମଞ୍ଜୁର କରିଛନ୍ତି। ଲକ୍ଷେ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟଙ୍କ ସର୍ତ୍ତ ରହିଛି। ଜାମିନ ପରେ ମହିମା ମିଶ୍ରଙ୍କ ଜେଲରୁ ମୁକୁଳିବା ଆଶା କରାଯାଉଛି।

Loading...