ଓଡ଼ିଶା

ଲୁହା ଲଙ୍ଗଳ ଯୋଗାଇବାରେ ଚମ୍ପୁଆ କୃଷି ବିଭାଗ ବିଫଳ – ଏବେବି କାଠ ଲଙ୍ଗଳ ଚାଷୀଙ୍କ ଭରସା

ଚମ୍ପୁଆ (ରଂଜନ ପ୍ରଧାନ /ଓଡିଆ ପୁଅ )ଚାଷୀ କୁଂ ଲୁହା ଲଙ୍ଗଳ ଯୋଗାଇ ବାରେ ଚମ୍ପୁଆ କୃଷି ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି।ଚାଷୀ ଚାଷର ଉନ୍ନତି ନାମରେ ଉଭୟ କେନ୍ଦ୍ର ଓଡ଼ିଶା ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମାତ୍ର ଆବଶ୍ୟକ ବେଳେ ଚାଷୀଙ୍କୁ କୃଷି ଉପକରଣ ଯୋଗାଇ ଦେବା ରେ ବିଫଳ ହେବା ଏହା ଏକ ସଦ୍ୟ ଉଦାହରଣ ପାଲଟିସାରିଛି। ଚଳିତ ବର୍ଷରେ କୃଷି ବିଭାଗର ନିକଟରେ ଦୁଇ ହଜାର ରୁ ଅଧିକ ଚାଷୀ ଲୁହା ଲଙ୍ଗଳ ପାଇଁ ନିଜ ନାମ ପଜିଂକରଣ କରିଥିଲେହେଁ ବିଭାଗ ଦୁଇଟି ପର୍ଯ୍ୟାୟରେ ମାତ୍ର ୫୦୦ ଖଣ୍ଡ ଲଙ୍ଗଳ ଯୋଗାଇ ଦେଇଥିବାବେଳେ ଅନ୍ୟ ଚାଷୀ ହତାଶ ହୋଇ ପଡିଛନ୍ତି। ବକଳ୍ପ ଭାବେ କାଠ ଲଙ୍ଗଳ ପାଇଁ ବଡ ବଡ ଗଛ ବଳି ପଡିବାର ମଧ୍ୟ ଦେଖିବାକୁ ମିଳୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top