ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ପୁରୀ:୨୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟରେ ଗତ କାଲି ଠାରୁଳଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି। ରାତି ତମାମ ତୁହାକୁ ତୁହା ବର୍ଷା କାଗି ରହିଥିଲା ଆଜି ମଧ୍ୟ ସକାଳୁ ବଷା ର୍ଦିନ ତମାମ ଲାଗି ରହିବା ଦ୍ୱାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁଁ ସହର ତଳି ଅଚଂଳରେ ବର୍ଷା ପାଣି ଜମି ରହିବା ଯୋଗୁଁ ଉକ୍ତ ଅଚଂଳର ଥିବା ଲୋକମାନେ ନାହିଁ ନଥିବା ଅପୁବିଧା ର ପମ୍ମୁଖିନ ହୋଇଛନ୍ତି। ଲଘୁଚାପ ସୃଷ୍ଠି ହୋଇଥିବା ଯୋଗୁଁ ସମୁଦ୍ର ଜୁଆରିଆ ରହିଛି।ବର୍ଷା ଯୋଗୁଁ ବେଳାଭୁମି ରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *