ଲଗାଣ ବର୍ଷାରେ ବ୍ୟାଙ୍କରେ ପଶିଲା ପାଣି

ତୁରୁମୁଙ୍ଗା ୬-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଲଘୁଚାପ ଜନିତ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମାଛଗଡ଼ ଗ୍ରାମରେ ଥିବା ଓଡିଶା ଗ୍ରାମ ବ୍ୟାଙ୍କରେ ପାଣି ପଶି ଯାଇଥିଲା। ସ୍ଥାନୀୟ ଲୋକେ ଓ ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗରେ ମୋଟର ପମ୍ପ ଲଗାଇ ପାଣିକୁ ଦୀର୍ଘ ତିନି ଘଣ୍ଟା ପରେ ନିଷ୍କାସନ କରାଯାଇଥିଲା ତେବେ କୌଣସି କ୍ଷୟକ୍ଷତି ହେଇ ନଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *