ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲଙ୍କୁ ସମ୍ବର୍ନ୍ଧନା

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ରୋଟାରୀ କ୍ଲବ ଭଦ୍ରକ ଓ ରୋଟାରୀ ମିଡ୍ ଟାଉନ ଭଦ୍ରକର ମିଳିତ ଆନୁକୂଲ୍ୟରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲଙ୍କୁ ଭଦ୍ରକ ଶହୀଦ ସ୍ମୃତି ଭବନ ଠାରେ ସମ୍ବର୍ନ୍ଧନା ଦିଆଯାଇଛି। ଏହି ଅବସରରେ ଭୁବନେଶ୍ୱର ରୋଟାରୀ କ୍ଲବର ରୋଟାରିଆନ୍ ତଥା ମିଡିଆ ସେଲର ଅଧ୍ୟକ୍ଷ ବିଭୁତିଭୁଷଣ କର, ପ୍ରାକ୍ତନ ସଭାପତି ଆଜାଦ୍ ହିନ୍ଦ ପାଣିଗ୍ରାହୀ, ପ୍ରାକ୍ତନ ସଭାପତି ସମରେନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲଙ୍କୁ ଉପଢୈାକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ନ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *