ରେଳବାଇ ନିରାପତ୍ତା କର୍ମଚାରୀ ପୁରସ୍କୃତ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ)- – ସମ୍ବଲପୁର ରେଳ ମଣ୍ଡଳରେ କଣ୍ଟାବାଞ୍ଜି ଷ୍ଟେସନରେ କାର୍ଯ୍ୟରତ ମଙ୍ଗୁଳୁ ବିଭାର, ଟ୍ରାକ୍ ମେଣ୍ଟେନର ଏବଂ ମହେଶ କୁମାର ରାୟ ଗେଟକିପରଙ୍କର ନିରାପତ୍ତା ପ୍ରତି ସଜାଗ ଏବଂ ଟ୍ରେନଗୁଡ଼ିକର ସୁପରିଚାଳନା ନିମନ୍ତେ ଉକ୍ରୃଷ୍ଟ ସେବା ଏବଂ ନିରାପତ୍ତା ନୀତି ନିୟମ ପ୍ରତି ଅଭିଜ୍ଞ ଦୃଷ୍ଟିରୁ, ମଣ୍ଡଳ ରେଳ ପ୍ରବନ୍ଧକ, ଡକ୍ଟର ଜୟଦୀପ ଗୁପ୍ତା ପ୍ରଶଂସାପତ୍ର ସହିତ ନଗଦ ରାଶି ଦେଇ ସମ୍ମାନିତ କରିଛନ୍ତି।

Leave a Reply

Your email address will not be published. Required fields are marked *