Home ଛବିରେ ଖବର ରେଡ ବିକିନିରେ ଶାହାରୁକଙ୍କ ଝିଅ!

ରେଡ ବିକିନିରେ ଶାହାରୁକଙ୍କ ଝିଅ!

94

ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ):ଚଳଚିତ୍ର ଅଭିନେତା ଶାହାରୁକ ଖାନଙ୍କ ପରିବାର ଏବେ ୟୁରୋପ ଗସ୍ତରେ ଅଛନ୍ତି।ସେମାନେ ଏବେ ବେକେସଂସରେ ଅଛନ୍ତି।ସେଠାରେ ଶାହାରୁକଙ୍କ ପରିବାର ସଦସ୍ୟଙ୍କ କିଛି ଫଟୋ ସାମ୍ନାକୁ ଆସିଛି।ତେବେ ସେ ଭିତରୁ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଯେଉଁଥିରେ କି ଶାହାରୁକଙ୍କ ଝିଅ ସୋହାନା ବିକିନି ପିନ୍ଧିଥିବାର ନଜର ଆସିଛନ୍ତି।ଫଟୋଟିରେ ପରିବାରର ଅନ୍ୟ କିଛି ସଦସ୍ୟ ରହିଥିବା ବେଳେ ସାନପୁଅ ଅବରାମଙ୍କୁ ଜଣେ ଟେକି ଧରିଛନ୍ତି।ରେଡ ବିକିନିରେ ସୋହାନାଙ୍କର ଏହି ଅବତାର ଯେତିକି ଭାଇରାଲ ହେଉଛି ସେତିକି ଟ୍ରୋଲ ମଧ୍ୟ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.